Posts

Showing posts with the label Tech

Electricity Bill Payment In Odisha | Odisha Discoms Electricity Bill

Image
Electricity Bill Payment In Odisha Odisha  Discoms Electricity Bill ଅନ୍-ଲାଇନ୍ ବିଦ୍ୟୁତ୍ ବିଲ୍ ପୈଠ କରିବା ପ୍ରକ୍ରୀୟା ସରଳ, ସହଜ ଓ ତ୍ରୁଟିଶୂନ୍ୟ ଏହି ବ୍ୟବସ୍ଥାରେ ବିଲ ପୈଠ କରିବାର ପ୍ରକ୍ରୀୟା ସରଲ, ସହଜ ଓ ତ୍ରୁଟିଶୂନ୍ୟ ହେବା ସହିତ ଗ୍ରାହକମାନେ ଆଦାୟ କେନ୍ଦ୍ରରେ ପୈଠ କରିବା ଜନିତ ସମୟ ଓ ଶ୍ରମରୁ ରିହାତି ପାଇପାରିବେ । ଏତତବ୍ୟତିତ, ଏହି ବ୍ୟବସ୍ଥା ମାଧ୍ୟମରେ ଗ୍ରାହକମାନେ ନିଜର କରେ ବିଲ ସହିତ ପିଛିଲା ଅନ୍ୟୁନ ୬ ମାସ ବିଲର ସବିଶେଷ ବିବରଣୀ ମଧ୍ୟ ଦେଖିପାରିବେ ଓ ପ୍ରିଣ୍ଟଆଉଟ୍ ପାଇପାରିବେ । ଆପଣ ରିବେଟ୍ କିପରି ପାଇବେ ଦେୟ ତାରିଖ ମଧ୍ୟରେ ଅନ୍-ଲାଇନ୍ ବିଲ ପୈଠ (ଡିଜିଟାଲ୍ ପେମେଣ୍ଟ) କଲେ ମାସିକ ବିଦ୍ୟୁତ ଦେୟ ଉପରେ ୧% ଅତିରିକ୍ତ ବେଟ୍ ପାଇବେ। ଯଦି ଗ୍ରାମାଞ୍ଚଳର ଘରୋଇ ବିଦ୍ୟୁତ୍ ଉପଭୋକ୍ତା ହୋଇଥିବେ, ତେବେ ଦେୟ ତାରିଖ ମଧ୍ୟରେ ଅନ୍- ଲାଇନ୍ ବିଲ ପୈଠ କଲେ ବର୍ତ୍ତମାନ ମିଳୁଥିବା ୟୁନିଟ୍ ପିଛା ୧୦ ପଇସା ସହିତ, ମାସିକ ବିଦ୍ୟୁତ୍ ଦେୟ ଉପରେ (ମିଟର ରିଡିଙ୍ଗ ଅନୁଯାୟୀ) ଅତିରିକ୍ତ ୫ ପଇସା ହାରରେ ରିବେଟ ପାଇବେ। ପ୍ରକ୍ରୀୟା ତଳେ ଦିଆ ଯାଇଥିବା GO TO PAGE ରେ CLICK କରନ୍ତୁ ।  GO TO PAGE ଲଗ-ଇନ୍ ପେଜର ନିଦ୍ଧିଷ୍ଟ SPACE ରେ ୧୨ ଅଙ୍କ (12 digit) ବିଶିଷ୍ଟ  CONSUMER NUMBER ଏଣ୍ଟ୍ରି