Electricity Bill Payment In Odisha | Odisha Discoms Electricity Bill

Electricity Bill Payment In Odisha Odisha Discoms Electricity Bill


ଅନ୍-ଲାଇନ୍ ବିଦ୍ୟୁତ୍ ବିଲ୍ ପୈଠ କରିବା ପ୍ରକ୍ରୀୟା ସରଳ, ସହଜ ଓ ତ୍ରୁଟିଶୂନ୍ୟ


ଏହି ବ୍ୟବସ୍ଥାରେ ବିଲ ପୈଠ କରିବାର
ପ୍ରକ୍ରୀୟା ସରଲ, ସହଜ ଓ ତ୍ରୁଟିଶୂନ୍ୟ ହେବା
ସହିତ ଗ୍ରାହକମାନେ ଆଦାୟ କେନ୍ଦ୍ରରେ ପୈଠ କରିବା ଜନିତ ସମୟ ଓ ଶ୍ରମରୁ ରିହାତି ପାଇପାରିବେ । ଏତତବ୍ୟତିତ, ଏହି ବ୍ୟବସ୍ଥା ମାଧ୍ୟମରେ ଗ୍ରାହକମାନେ ନିଜର କରେ ବିଲ ସହିତ ପିଛିଲା ଅନ୍ୟୁନ ୬ ମାସ ବିଲର ସବିଶେଷ ବିବରଣୀ ମଧ୍ୟ ଦେଖିପାରିବେ ଓ ପ୍ରିଣ୍ଟଆଉଟ୍ ପାଇପାରିବେ ।

ଆପଣ ରିବେଟ୍ କିପରି ପାଇବେ

ଦେୟ ତାରିଖ ମଧ୍ୟରେ ଅନ୍-ଲାଇନ୍ ବିଲ ପୈଠ (ଡିଜିଟାଲ୍ ପେମେଣ୍ଟ) କଲେ ମାସିକ ବିଦ୍ୟୁତ ଦେୟ ଉପରେ ୧% ଅତିରିକ୍ତ ବେଟ୍ ପାଇବେ। ଯଦି ଗ୍ରାମାଞ୍ଚଳର ଘରୋଇ ବିଦ୍ୟୁତ୍ ଉପଭୋକ୍ତା ହୋଇଥିବେ, ତେବେ ଦେୟ ତାରିଖ ମଧ୍ୟରେ ଅନ୍- ଲାଇନ୍ ବିଲ ପୈଠ କଲେ ବର୍ତ୍ତମାନ ମିଳୁଥିବା ୟୁନିଟ୍ ପିଛା ୧୦ ପଇସା ସହିତ, ମାସିକ ବିଦ୍ୟୁତ୍ ଦେୟ ଉପରେ (ମିଟର ରିଡିଙ୍ଗ ଅନୁଯାୟୀ) ଅତିରିକ୍ତ ୫ ପଇସା ହାରରେ ରିବେଟ ପାଇବେ।

ପ୍ରକ୍ରୀୟା

ତଳେ ଦିଆ ଯାଇଥିବା GO TO PAGE ରେ CLICK କରନ୍ତୁ । 

Electricity Bill Payment In Odisha


ଲଗ-ଇନ୍ ପେଜର ନିଦ୍ଧିଷ୍ଟ SPACE ରେ ୧୨ ଅଙ୍କ (12 digit) ବିଶିଷ୍ଟ  CONSUMER NUMBER ଏଣ୍ଟ୍ରି କରନ୍ତୁ |
ଯଦି CONSUMER NUMBER ଉପଲବ୍ଧ ନାହିଁ ତେବେ ୟୁଟିଲିଟିର ନାମ (ୱେସ୍କୋ, ନେସ୍କୋ, ସାଉତକୋ)
ଚୟନ କରି ଗ୍ରାହକଙ୍କ ନାମ ଏଣ୍ଟ୍ରି କରନ୍ତୁ ଏବଂ VIEW/PAY ବଟନ୍ କ୍ଲିକ୍ କରନ୍ତୁ । ତାପରେ କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ବର୍ତ୍ତମାନ ଆପଣ ନିଜର କରେଣ୍ଟ ବିଲ ସହ ପିଛିଲା ଅନ୍ୟୁନ ୬ ମାସର  ବିଲ୍ ସବିଶେଷ ବିବରଣୀ ଦେଖିପାରିବେ ଓ ପ୍ରିଣ୍ଟଆଉଟ୍ ପାଇପାରିବେ । ନିମ୍ନ ରେ ଦିଆ ଯାଇଥିବା PHOTO ପରି ଦେଖା ଯିବ

Electricity Bill Payment In Odisha

Electricity Bill Payment In Odisha Odisha Discoms Electricity Bill


ଏତତ୍ ବ୍ୟତୀତ ଆପଣ BILL DETAILS, READING DETAILS ଓ PAYMENT DETAILS ମଧ୍ୟ ଦେଖି ପାରିବେ । MAMU BAR ରେ ଥିବା ଏହି BUTTON କୁ CLICK କଲେ ଆପଣ ସେ ବିଷୟରେ ଜାଣିବାକୁ ପାଇବେ ।

BILL DETAILS

ଏହି PAGE ରେ ଆପଣ ଗତ କିଛି ମାସ ର ELECTRICITY BILLର ସବିଶେଷ ବିବରଣୀ ପାଇ ପାରିବେ । BILL DETAILS PAGE ଟି ଏମିତି ଦେଖା ଯିବ ।

Electricity Bill Payment In Odisha

READING DETAILS

ଏହି READING DETAILS PAGE ରେ ଆପଣ ମାନେ METER ର ସବିଶେଷ ବିବରଣୀ ଜାଣିବାର ସହିତ ପ୍ରତି ମାସ ର READING ମଧ୍ୟ ଠିକ ଭାବରେ ଜାଣି ପାରିବେ । READING DETAILS PAGE ଟି ଏମିତି ଦେଖା ଯିବ

Electricity Bill Payment In Odisha


PAYMENT DETAILS

ଏହି PAYMENT DETAILS PAGE ରେ ଆପଣ ମାନେ ଗତ କିଛି ମାସ ମଧ୍ୟରେ ଦେଇ ଥିବା PAYMENT  ର ସବିଶେଷ ବିବରଣୀ ପାଇ ପାରିବେ । ଆପଣ ଦେଇଥିବା BILL  ମନେକର ଆପଣଙ୍କର BILL ର ARREAR ରେ କଟିଛି କି ନା ସେ ବିଷୟରେ ଜାଣି ପାରିବେ । ଯଦି BILL ଟି କଟି ନ ଥିବ ତାହା ହେଲେ ଆପଣ ପାଖରେ ଥିବା ELECTRIC OFFICE କୁ ଯାଇ ସେଠାରେ ଅଭିଯୋଗ କରି ପାରିବେ ।
PAYMENT DETAILS PAGE ଟି ଏମିତି ଦେଖା ଯିବ

Electricity Bill Payment In Odisha

ONLINE Electricity Bill Payment In Odisha


ଯଦି ଆପଣ ଅନ୍‌ଲାଇନ୍ ପୈଠ କରିବାକୁ ଚାହୁଁଥିଲେ, ଏହି ବିଲ୍‌ର ନିମ୍ନଭାଗରେ ଅନ୍‌ଲାଇନ୍ ପେମେଣ୍ଟର ବିଭିନ୍ନ ବିକଳ୍ପ ମାଧ୍ୟମ ଉପଲବ୍ଧ ରହିଛି । ସେଗୁଡିକ ହେଲା- Cash card/ csc Walley Debit Card/ Credlt Card/ Not Banking ଏହି ମାଧ୍ୟମରୁ ଗୋଟିଏ ଚୟନ କରି PAY NOW ବଟନ୍‌ରେ କ୍ଲିକ କରନ୍ତୁ । PAY ONLINE TAB ଟି ଏମିତି ଦେଖାଯିବ 

Electricity Bill Payment In Odisha



ଏହା ପରେ ପରେ ପରବର୍ତ୍ତୀ ପ୍ରକ୍ରୀୟା/ ନିର୍ଦ୍ଦେଶାବଳୀ ଗୁଡିକ ପାଳନ କରି ନିଜର ବିଦ୍ୟୁତଦେୟ ପୈଠ କରନ୍ତୁ ।

Electricity Bill Payment In Odisha Odisha Discoms Electricity Bill


ନୂତନ ବିଲ ଦେଖିବାକୁ ଚାହୁଁଥିଲେ ମେନୁ ବାର ର BILL ONLINE କୁ TAP କରି ପୁଣି ଉପର ପ୍ରକ୍ରିୟା ଗୁଡ଼ିକ ଅନୁସରଣ କରନ୍ତୁ ଆପଣ ବିଲ ଟି କୁ ପୈଠ କରି ପାରିବେ ।

MESSAGE ମାଧ୍ୟମରେ ବିଲ ବିବରଣୀ ଓ ମେସେଜ୍ ପାଇବାପାଇଁ ନିଦ୍ଦିଷ୍ଟ ସ୍ଥାନରେ ନିଜର ମୋବାଇଲ ଫୋନ୍ NUMBER ଏଣ୍ଟ୍ରି କରନ୍ତୁ ।


Electricity Bill Payment In Odisha

ଏତତ୍ ବ୍ୟତୀତ EMAIL ମାଧ୍ୟମରେ ବିଲ ପାଇବାପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ EMAIL ADDRESS ଟି TYPE କରନ୍ତୁ ।

ମୁ ଆଶା କରୁଅଛି ଯେ ଆପଣ ଠିକ ଭାବରେ Electricity Bill Payment In Odisha ବା Odisha Discoms Electricity Bill  ପୋଷ୍ଟ ରେ କିପରି ଭାବରେ Payment କରାଯାଏ ପୁୁୁରା  ପ୍ରକ୍ରିୟା ଟି ଜାଣି ପରିିିଥିବେ । ଯଦି ଏହି Electricity Bill Payment In Odisha POST ଟି ଭଲ ଲାଗିଲା ତାହେଲେ ଏହା କୁ SHARE କରିବାପାଇଁ ଭୁଲନ୍ତୁ ନାହିଁ ।

Tag :- 

Electricity Bill Payment In Odisha , Odisha Discoms Electricity Bill , Odisha Discoms bill payment online ,  Odisha Electricity bil payment , Electricity Bill payment in odia , odisha electricity bill payment full process .



Comments

Popular posts from this blog

How Many District in Odisha । How many district in odisha state

Prawn Biryani Recipe । Prawn Biryani Recipe in odia । ଚିଙ୍ଗୁଡ଼ି ବିରିଆନୀ