Electricity Bill Payment In Odisha | Odisha Discoms Electricity Bill
Electricity Bill Payment In Odisha Odisha Discoms Electricity Bill
ଅନ୍-ଲାଇନ୍ ବିଦ୍ୟୁତ୍ ବିଲ୍ ପୈଠ କରିବା ପ୍ରକ୍ରୀୟା ସରଳ, ସହଜ ଓ ତ୍ରୁଟିଶୂନ୍ୟ
ଏହି ବ୍ୟବସ୍ଥାରେ ବିଲ ପୈଠ କରିବାର
ପ୍ରକ୍ରୀୟା ସରଲ, ସହଜ ଓ ତ୍ରୁଟିଶୂନ୍ୟ ହେବା
ସହିତ ଗ୍ରାହକମାନେ ଆଦାୟ କେନ୍ଦ୍ରରେ ପୈଠ କରିବା ଜନିତ ସମୟ ଓ ଶ୍ରମରୁ ରିହାତି ପାଇପାରିବେ । ଏତତବ୍ୟତିତ, ଏହି ବ୍ୟବସ୍ଥା ମାଧ୍ୟମରେ ଗ୍ରାହକମାନେ ନିଜର କରେ ବିଲ ସହିତ ପିଛିଲା ଅନ୍ୟୁନ ୬ ମାସ ବିଲର ସବିଶେଷ ବିବରଣୀ ମଧ୍ୟ ଦେଖିପାରିବେ ଓ ପ୍ରିଣ୍ଟଆଉଟ୍ ପାଇପାରିବେ ।
ଆପଣ ରିବେଟ୍ କିପରି ପାଇବେ
ଦେୟ ତାରିଖ ମଧ୍ୟରେ ଅନ୍-ଲାଇନ୍ ବିଲ ପୈଠ (ଡିଜିଟାଲ୍ ପେମେଣ୍ଟ) କଲେ ମାସିକ ବିଦ୍ୟୁତ ଦେୟ ଉପରେ ୧% ଅତିରିକ୍ତ ବେଟ୍ ପାଇବେ। ଯଦି ଗ୍ରାମାଞ୍ଚଳର ଘରୋଇ ବିଦ୍ୟୁତ୍ ଉପଭୋକ୍ତା ହୋଇଥିବେ, ତେବେ ଦେୟ ତାରିଖ ମଧ୍ୟରେ ଅନ୍- ଲାଇନ୍ ବିଲ ପୈଠ କଲେ ବର୍ତ୍ତମାନ ମିଳୁଥିବା ୟୁନିଟ୍ ପିଛା ୧୦ ପଇସା ସହିତ, ମାସିକ ବିଦ୍ୟୁତ୍ ଦେୟ ଉପରେ (ମିଟର ରିଡିଙ୍ଗ ଅନୁଯାୟୀ) ଅତିରିକ୍ତ ୫ ପଇସା ହାରରେ ରିବେଟ ପାଇବେ।
ପ୍ରକ୍ରୀୟା
ତଳେ ଦିଆ ଯାଇଥିବା GO TO PAGE ରେ CLICK କରନ୍ତୁ ।
ଲଗ-ଇନ୍ ପେଜର ନିଦ୍ଧିଷ୍ଟ SPACE ରେ ୧୨ ଅଙ୍କ (12 digit) ବିଶିଷ୍ଟ CONSUMER NUMBER ଏଣ୍ଟ୍ରି କରନ୍ତୁ |
ଯଦି CONSUMER NUMBER ଉପଲବ୍ଧ ନାହିଁ ତେବେ ୟୁଟିଲିଟିର ନାମ (ୱେସ୍କୋ, ନେସ୍କୋ, ସାଉତକୋ)
ଚୟନ କରି ଗ୍ରାହକଙ୍କ ନାମ ଏଣ୍ଟ୍ରି କରନ୍ତୁ ଏବଂ VIEW/PAY ବଟନ୍ କ୍ଲିକ୍ କରନ୍ତୁ । ତାପରେ କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ବର୍ତ୍ତମାନ ଆପଣ ନିଜର କରେଣ୍ଟ ବିଲ ସହ ପିଛିଲା ଅନ୍ୟୁନ ୬ ମାସର ବିଲ୍ ସବିଶେଷ ବିବରଣୀ ଦେଖିପାରିବେ ଓ ପ୍ରିଣ୍ଟଆଉଟ୍ ପାଇପାରିବେ । ନିମ୍ନ ରେ ଦିଆ ଯାଇଥିବା PHOTO ପରି ଦେଖା ଯିବ
Electricity Bill Payment In Odisha Odisha Discoms Electricity Bill
ଏତତ୍ ବ୍ୟତୀତ ଆପଣ BILL DETAILS, READING DETAILS ଓ PAYMENT DETAILS ମଧ୍ୟ ଦେଖି ପାରିବେ । MAMU BAR ରେ ଥିବା ଏହି BUTTON କୁ CLICK କଲେ ଆପଣ ସେ ବିଷୟରେ ଜାଣିବାକୁ ପାଇବେ ।
BILL DETAILS
ଏହି PAGE ରେ ଆପଣ ଗତ କିଛି ମାସ ର ELECTRICITY BILLର ସବିଶେଷ ବିବରଣୀ ପାଇ ପାରିବେ । BILL DETAILS PAGE ଟି ଏମିତି ଦେଖା ଯିବ ।
READING DETAILS
ଏହି READING DETAILS PAGE ରେ ଆପଣ ମାନେ METER ର ସବିଶେଷ ବିବରଣୀ ଜାଣିବାର ସହିତ ପ୍ରତି ମାସ ର READING ମଧ୍ୟ ଠିକ ଭାବରେ ଜାଣି ପାରିବେ । READING DETAILS PAGE ଟି ଏମିତି ଦେଖା ଯିବ
PAYMENT DETAILS
ଏହି PAYMENT DETAILS PAGE ରେ ଆପଣ ମାନେ ଗତ କିଛି ମାସ ମଧ୍ୟରେ ଦେଇ ଥିବା PAYMENT ର ସବିଶେଷ ବିବରଣୀ ପାଇ ପାରିବେ । ଆପଣ ଦେଇଥିବା BILL ମନେକର ଆପଣଙ୍କର BILL ର ARREAR ରେ କଟିଛି କି ନା ସେ ବିଷୟରେ ଜାଣି ପାରିବେ । ଯଦି BILL ଟି କଟି ନ ଥିବ ତାହା ହେଲେ ଆପଣ ପାଖରେ ଥିବା ELECTRIC OFFICE କୁ ଯାଇ ସେଠାରେ ଅଭିଯୋଗ କରି ପାରିବେ ।
PAYMENT DETAILS PAGE ଟି ଏମିତି ଦେଖା ଯିବ
ONLINE Electricity Bill Payment In Odisha
ଯଦି ଆପଣ ଅନ୍ଲାଇନ୍ ପୈଠ କରିବାକୁ ଚାହୁଁଥିଲେ, ଏହି ବିଲ୍ର ନିମ୍ନଭାଗରେ ଅନ୍ଲାଇନ୍ ପେମେଣ୍ଟର ବିଭିନ୍ନ ବିକଳ୍ପ ମାଧ୍ୟମ ଉପଲବ୍ଧ ରହିଛି । ସେଗୁଡିକ ହେଲା- Cash card/ csc Walley Debit Card/ Credlt Card/ Not Banking ଏହି ମାଧ୍ୟମରୁ ଗୋଟିଏ ଚୟନ କରି PAY NOW ବଟନ୍ରେ କ୍ଲିକ କରନ୍ତୁ । PAY ONLINE TAB ଟି ଏମିତି ଦେଖାଯିବ
ଏହା ପରେ ପରେ ପରବର୍ତ୍ତୀ ପ୍ରକ୍ରୀୟା/ ନିର୍ଦ୍ଦେଶାବଳୀ ଗୁଡିକ ପାଳନ କରି ନିଜର ବିଦ୍ୟୁତଦେୟ ପୈଠ କରନ୍ତୁ ।
Electricity Bill Payment In Odisha Odisha Discoms Electricity Bill
ନୂତନ ବିଲ ଦେଖିବାକୁ ଚାହୁଁଥିଲେ ମେନୁ ବାର ର BILL ONLINE କୁ TAP କରି ପୁଣି ଉପର ପ୍ରକ୍ରିୟା ଗୁଡ଼ିକ ଅନୁସରଣ କରନ୍ତୁ ଆପଣ ବିଲ ଟି କୁ ପୈଠ କରି ପାରିବେ ।
MESSAGE ମାଧ୍ୟମରେ ବିଲ ବିବରଣୀ ଓ ମେସେଜ୍ ପାଇବାପାଇଁ ନିଦ୍ଦିଷ୍ଟ ସ୍ଥାନରେ ନିଜର ମୋବାଇଲ ଫୋନ୍ NUMBER ଏଣ୍ଟ୍ରି କରନ୍ତୁ ।
ଏତତ୍ ବ୍ୟତୀତ EMAIL ମାଧ୍ୟମରେ ବିଲ ପାଇବାପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ EMAIL ADDRESS ଟି TYPE କରନ୍ତୁ ।
ମୁ ଆଶା କରୁଅଛି ଯେ ଆପଣ ଠିକ ଭାବରେ Electricity Bill Payment In Odisha ବା Odisha Discoms Electricity Bill ପୋଷ୍ଟ ରେ କିପରି ଭାବରେ Payment କରାଯାଏ ପୁୁୁରା ପ୍ରକ୍ରିୟା ଟି ଜାଣି ପରିିିଥିବେ । ଯଦି ଏହି Electricity Bill Payment In Odisha POST ଟି ଭଲ ଲାଗିଲା ତାହେଲେ ଏହା କୁ SHARE କରିବାପାଇଁ ଭୁଲନ୍ତୁ ନାହିଁ ।
Tag :-
Comments
Post a Comment