Posts

Electricity Bill Payment In Odisha | Odisha Discoms Electricity Bill

Image
Electricity Bill Payment In Odisha Odisha  Discoms Electricity Bill ଅନ୍-ଲାଇନ୍ ବିଦ୍ୟୁତ୍ ବିଲ୍ ପୈଠ କରିବା ପ୍ରକ୍ରୀୟା ସରଳ, ସହଜ ଓ ତ୍ରୁଟିଶୂନ୍ୟ ଏହି ବ୍ୟବସ୍ଥାରେ ବିଲ ପୈଠ କରିବାର ପ୍ରକ୍ରୀୟା ସରଲ, ସହଜ ଓ ତ୍ରୁଟିଶୂନ୍ୟ ହେବା ସହିତ ଗ୍ରାହକମାନେ ଆଦାୟ କେନ୍ଦ୍ରରେ ପୈଠ କରିବା ଜନିତ ସମୟ ଓ ଶ୍ରମରୁ ରିହାତି ପାଇପାରିବେ । ଏତତବ୍ୟତିତ, ଏହି ବ୍ୟବସ୍ଥା ମାଧ୍ୟମରେ ଗ୍ରାହକମାନେ ନିଜର କରେ ବିଲ ସହିତ ପିଛିଲା ଅନ୍ୟୁନ ୬ ମାସ ବିଲର ସବିଶେଷ ବିବରଣୀ ମଧ୍ୟ ଦେଖିପାରିବେ ଓ ପ୍ରିଣ୍ଟଆଉଟ୍ ପାଇପାରିବେ । ଆପଣ ରିବେଟ୍ କିପରି ପାଇବେ ଦେୟ ତାରିଖ ମଧ୍ୟରେ ଅନ୍-ଲାଇନ୍ ବିଲ ପୈଠ (ଡିଜିଟାଲ୍ ପେମେଣ୍ଟ) କଲେ ମାସିକ ବିଦ୍ୟୁତ ଦେୟ ଉପରେ ୧% ଅତିରିକ୍ତ ବେଟ୍ ପାଇବେ। ଯଦି ଗ୍ରାମାଞ୍ଚଳର ଘରୋଇ ବିଦ୍ୟୁତ୍ ଉପଭୋକ୍ତା ହୋଇଥିବେ, ତେବେ ଦେୟ ତାରିଖ ମଧ୍ୟରେ ଅନ୍- ଲାଇନ୍ ବିଲ ପୈଠ କଲେ ବର୍ତ୍ତମାନ ମିଳୁଥିବା ୟୁନିଟ୍ ପିଛା ୧୦ ପଇସା ସହିତ, ମାସିକ ବିଦ୍ୟୁତ୍ ଦେୟ ଉପରେ (ମିଟର ରିଡିଙ୍ଗ ଅନୁଯାୟୀ) ଅତିରିକ୍ତ ୫ ପଇସା ହାରରେ ରିବେଟ ପାଇବେ। ପ୍ରକ୍ରୀୟା ତଳେ ଦିଆ ଯାଇଥିବା GO TO PAGE ରେ CLICK କରନ୍ତୁ ।  GO TO PAGE ଲଗ-ଇନ୍ ପେଜର ନିଦ୍ଧିଷ୍ଟ SPACE ରେ ୧୨ ଅଙ୍କ (12 digit) ବିଶିଷ୍ଟ  CONSUMER NUMBER ଏଣ୍ଟ୍ରି

How Many District in Odisha । How many district in odisha state

Image
How Many District in Odisha । How many district in odisha state How Many District in Odisha ? Or How many district in odisha state ? The answer is 30 .There are 30 district in Odisha state.Before1994 there are only 13 district in odisha. Below are the list of how many district of Odisha, there's headquarters and there area in Odia language. ଓଡ଼ିଶାର ଜିଲ୍ଲା, ସଦରମହକୁମା ଓ ଆୟତନ ୧୯୯୪ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲା ସଂଖ୍ୟା ଥିଲା ୧୩ ।  ୧୯୯୪ ଏପ୍ରିଲ ମାସରେ ଓଡ଼ିଶାର ଲୋକପ୍ରିୟ ନେତା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡ଼ିଶା ୩୦ଟି ଜିଲ୍ଲାରେ ବିଭକ୍ତ ହେଲା । How Many District in Odisha, district headquarters and area in Odia ଜିଲ୍ଲାର ନାମ      ସଦରମହକୁମା       ଆୟତନ(ବର୍ଗ କି.ମି.) ଗଞ୍ଜାମ               ଛତ୍ରପୁର               ୮୨୦୬ ଗଜପତି             ପାରଳାଖେମୁଣ୍ଡି       ୪୩୨୫ ମୟୂରଭଞ୍ଜ          ବାରିପଦା             ୧୦୪୧୮ ମାଲକାନଗିରି       ମାଲକାନଗିରି       ୫୨୯୧ ନୟାଗଡ଼             ନୟାଗଡ଼              ୩୮୯୦ ନବରଙ୍ଗପୁର        ନବରଙ୍ଗପୁର         ୫୨୯୧ ନୂଆପଡ଼ା             ନୂଆପଡା             

Prawn Biryani Recipe । Prawn Biryani Recipe in odia । ଚିଙ୍ଗୁଡ଼ି ବିରିଆନୀ

Image
ଆପଣ ମାନଙ୍କୁ ଏହି ବ୍ଲଗରେ ସ୍ୱାଗତ,ଆମେ ଆଜି ଜାଣିବା ଯେ କିପରି ଭାବରେ ଅତି ସହଜ ଓ ଶୀଘ୍ର ପକ୍ରିୟା ରେ ଭାରତ ର ଗୋଟିଏ ପ୍ରିୟ ଖାଦ୍ୟ ତିଆରି କରାଯାଇ ପାରିବ ଯାହାର ନାମ ହେଉଛି                         ଚିଙ୍ଗୁଡ଼ି ବିରିଆନୀ Prawn biryani recipe Prawn biryani recipe in odia ଆବଶ୍ୟକୀୟ ସାମଗ୍ରୀ :- 1 - ଚିଙ୍ଗୁଡ଼ି – 300 ଗ୍ରାମ୍ (ଛୋଟରୁ ମଧ୍ୟମ ଆକାରର) 2 - କିସ୍‌ମିସ୍, କାଜୁ, ଚେରି – 10 ଗ୍ରାମ୍ ଲେଖାଏଁ 3 - ଗୋଟା ଗରମ ମସଲା ଲବଙ୍ଗ – ୫ଟି 4 - ପିଆଜ – 1ଟି ବଡ଼ ( ସରୁ ଲମ୍ବା କଟା) 5 - ଧନିଆ, ପୋଦିନା ଓ କଞ୍ଚାଲଙ୍କା ବଟା – ୧ କପ୍ । 6 - ବାସୁମତୀ ଚାଉଳ -  1/2 kg 7 - ଲୁଣ – ସ୍ବାଦନୁସାରେ 8 - କ୍ଷୀର – 1/2 କପ୍ 9 - ଜାଫ୍ରନ କେସର – 1 ଚିମୁଟା 10 - ହଳଦି ଗୁଣ୍ଡ – 1/2 ଚାମଚ 11 - ବଟା ଅଦା - 1 ଚାମଚ 12 - କଟା ରୁସଣ – 2 ଚାମଚ 13 - ଡାଲଚିନି – 1ଇଞ୍ଚ 14 - ଛୋଟ ଅଳେଇଚ – 5ଟି 15 - ବଡ଼ ଅଳେଇଚ – 2ଟି 16 - ଗୋଲମରି - 7-8ଟି 17 - ଅନିଆସୀ ଫୁଲ – 2ଟି 18 - ଜାଇତ୍ରୀ – ୫ ଚାମଚ 19 - ଜାଇଫଳ ଗୁଣ୍ଡ – ଚାମଚ 20 - ସାହୀ ଜିରା – 1/2 ଚାମଚ 21 - ଜିରା ଗୁଣ୍ଡ – 1/2 ଚାମଚ 22 - ତେଜପତ୍ର – 2ଟି 23 - ଘିଅ – 1 ବଡ଼ ଚାମଚ 24 - ରିଫାଇନ୍ ତେଲ – 2 ଚାମଚ 25 - ସାଫରନ୍ – 1 ଚିମୁଟା 26 - କ୍ଷୀର — 1 ଟେବୁଲ ଚାମଚ

Hyadrabadi chicken dum Biryani , Hyadrabadi chicken dum Biryani in Odia

Image
ଆପଣ ମାନଙ୍କୁ ଏହି ବ୍ଲଗରେ ସ୍ୱାଗତ,ଆମେ ଆଜି ଜାଣିବା ଯେ କିପରି ଭାବରେ ଅତି ସହଜ ଓ ଶୀଘ୍ର ପକ୍ରିୟା ରେ ଭାରତ ର ଗୋଟିଏ ପ୍ରିୟ ଖାଦ୍ୟ ତିଆରି କରାଯାଇ ପାରିବ ଯାହାର ନାମ ହେଉଛି           ହାଇଦ୍ରାବାଦୀ ଚିକେନ୍ ଦମ୍ ବିରିଆନୀ                  ହାଇଦ୍ରାବାଦୀ ଚିକେନ୍ ଦମ୍ ବିରିଆନୀ ଆବଶ୍ୟକୀୟ ସାମଗ୍ରୀ :- 1 - ଖାଇବା ରଙ୍ଗ – ( ଗ୍ରୀନ, ଲାଲ, କମଳା) ପ୍ରତ୍ୟେକ ୨ ବୁନ୍ଦା 2 - କାଜୁ-କିସ୍‌ମିସ୍ (ଭଜା) - ୧ ଟେବୁଲ ଚାମଚ 3 - ବଡ଼ ପିଆଜ କଟା – ୩ଟି (ତେଲରେ ଲାଲ କରି ଭଜା) 4 - ପୋଦିନା ପତ୍ର – ୧ ଟେବୁଲ ଚାମଟି । 5 - ଲମ୍ବା ବାସୁମତୀ ଚାଉଳ – ୨ କପ୍ 6 - ଲୁଣ – ସ୍ୱାଦ ଅନୁସାରେ 7 - ଚିକେନ – ୨୫୦ ଗ୍ରାମ୍ 8 - ତେଜପତ୍ର – ୩ଟି 9 - ଗୋଟା ଗରମ ମସଲା – ୪ଟି ଗୁଜୁରାତି, ଅଳେଇଚ – ୩ଟି, ଲବଙ୍ଗ – ୬ଟି, ଗୋଲମରିଚ – ୩ଟି, ଅନିଆସୀ ପୁଲ – ୨ ଇଞ୍ଚ, ଡାଳଚିନି – ୨ ଖଣ୍ଡ, ଜାଇତ୍ରା – 1/2ଚାମଚ, ଜାଇଫଳ – ୧ଟା ସାହୀ ଚିରା — 1/2 ଚାମଚ, 10 - ବଟା ଅଦା – 1ଚାମଚ 11 - ବଟା ରସୁଣ – 1ଚାମଚ 12 - କଟା କଞ୍ଚାଲଙ୍କା – ୪ଟି 13 - ବିରିଆନୀ ମସଲା – ୧ ପୂରା ଚାମଚ 14 - ଧନିଆ ଗୁଣ୍ଡ – ୧ ଚାମଚ 15 - ଦହି - ୧ କପ୍ 16 - ସାଫରନ୍ - ୫ ଚାମଚ 17 - ଧନିଆ ପତ୍ର – ୧ ଟେବୁଲ ଚାମଚ 18 - କ୍ଷୀର – ୧ କପ୍ 19 - କଞ୍ଚା ଲଙ୍କା – ୨ଟି 20 - ଘିଅ – ୨ ବଡ଼ ଚାମଚ 21 - ମୋଗଲାଇ ଅ